ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

Posted On: 31 AUG 2023 9:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି

"ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ, ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମନେ ପକାଉଛି । ସେ ଅବହେଳିତ ମାନଙ୍କର ହିତକୁ ସମର୍ଥନ କରିଥିଲେ ଏବଂ ତାଙ୍କ ଜ୍ଞାନ ମାଧ୍ୟମରେ ସାମାଜିକ ପରିଦୃଶ୍ୟକୁ ପରିବର୍ତ୍ତନ କରିଥିଲେ । ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଦ୍ୱାରା ଆମେ ଅନୁପ୍ରାଣିତ ରହିଛୁ । ଶିବଗିରି ମଠକୁ ପୂର୍ବରୁ ପରିଦର୍ଶନ । "

"ତାଙ୍କ ଜନ୍ମ ବାର୍ଷିକୀରେ ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ ଶ୍ରୀ ନାରାୟଣ ଗୁରୁଙ୍କୁ ମନେ ପକାଉଛି । ସେ ବଂଚିତ ମାନଙ୍କ ପାଇଁ କାର୍ଯ୍ୟ କରିଥିଲେ ଏବଂ ନିଜର ଜ୍ଞାନ ମାଧ୍ୟମରେ  ସାମାଜିକ ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଥିଲେ । ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇଥାଏ ।  ମୁଁ ମୋର ଶିବଗିରି ମଠ ପରିଦର୍ଶନର ଅନ୍ତିମ ଚିତ୍ରକୁ ଏଠାରେ ଦେଉଛି ।”

 

SSP

 

 

 

 



(Release ID: 1954084) Visitor Counter : 103