ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥଳରେ ପିଲାମାନଙ୍କ ସହ ସମୟ ବିତାଇଲେ ପ୍ରଧାନମନ୍ତ୍ରୀ

Posted On: 29 JUL 2023 4:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥିତ ବାଲ ବାଟିକାରେ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ ।

ପିଲାମାନଙ୍କ ସହ ସମୟ ଅତିବାହିତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶକ୍ତିପ୍ରଦ ବୋଲି ସେ ଟୁଇଟ୍‍ କରିଛନ୍ତି ।

“ନିଷ୍ପାପ ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତର ଆନନ୍ଦ! ସେମାନଙ୍କର ଶକ୍ତି ଏବଂ ଉତ୍ସାହ ମନରେ ଖୁସି ଭରି ଦେଲା”

HS



(Release ID: 1944014) Visitor Counter : 97