ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଭାବେ ରାଜ୍ୟସଭାରେ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ
प्रविष्टि तिथि:
25 JUL 2023 8:02PM by PIB Bhubaneswar
ରାଜ୍ୟସଭାରେ ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଗତ ସପ୍ତାହରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଦ୍ୱାରା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ଗୃହରେ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
ରାଜ୍ୟସଭା ସାଂସଦ ଏସ୍. ଫାଙ୍ଗନୋନ୍ କୋନ୍ୟାକଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ବହୁତ ଗର୍ବର ମୁହୂର୍ତ୍ତ ।’
SR
(रिलीज़ आईडी: 1942629)
आगंतुक पटल : 146
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam