ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁଏଇର ଆବୁଧାବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 15 JUL 2023 12:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୫ ସକାଳେ ଆବୁଧାବିରେ ପହଞ୍ଚିଛନ୍ତି ।

ଆବୁଧାବିର କାଉନ୍ ପ୍ରିନ୍ସ ଶେଖ ଖଲିଦ୍ ବିନ୍ ମହମ୍ମଦ ବନ୍ ଜାୟେଦ ଅଲ୍ ନହୟାନ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

SR



(Release ID: 1939766) Visitor Counter : 95