ପୋଷ୍ଟ କରାଯିବା ଦିନାଙ୍କ:
15 JUL 2023 12:42PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିରୁ କେ କାମରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ତିରୁ କେ କାମରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ହେଉଛନ୍ତି ଭାରତର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ବ୍ୟକ୍ତିତ୍ୱ । ସାମାଜିକ ସଶକ୍ତିକରଣକୁ ତାଙ୍କ ଗୁରୁତ୍ୱ ଆମ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା । ଦାରିଦ୍ର ଦୂରୀକରଣ ଏବଂ ଜନକଲ୍ୟାଣ ଦିଗରେ ତାଙ୍କ ଦୃଷ୍ଟିକୋଣକୁ ପୂରଣ କରିବାକୁ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ’ ।
SR