ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 JUL 2023 11:31AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ରିଟୁଇଟ୍‍ କରିଛନ୍ତି:

“୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆମର ତୀରନ୍ଦାଜମାନଙ୍କ ପାଇଁ ଗର୍ବିତ । ସେମାନଙ୍କର ସଫଳତା ଭାରତରେ ତୀରନ୍ଦାଜର ଭବିଷ୍ୟତ ପାଇଁ ଭଲ କ୍ଷେତ୍ର ସୃଷ୍ଟି କରିଛି ଏବଂ ଆଗାମୀ ତୀରନ୍ଦାଜମାନଙ୍କୁ ଏହା ଉତ୍ସାହିତ କରିବ ।”

HS


(ରିଲିଜ ଆଡି: 1939119) ପରିଦର୍ଶକ କାଉଣ୍ଟର : 178