ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ଶ୍ରୀ ହରଦ୍ୱାର ଦୁବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 26 JUN 2023 3:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ଶ୍ରୀ ହରଦ୍ୱାର ଦୁବେଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଭାଜପାର କର୍ମଠ ସାଂସଦ ହରଦ୍ୱାର ଦୁବେ ଜୀଙ୍କ ବିୟୋଗରେ ଗଭୀର ମର୍ମାହତ । ସେ ତୃଣମୂଳ ସ୍ତର ସହ ଜଡିତ ଏମିତି ଜଣେ ନେତା ଥିଲେ, ଯିଏ ଉତ୍ତର ପ୍ରଦେଶର ବିକାଶ ଯାତ୍ରାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ସଦା ସ୍ମରଣୀୟ ହୋଇ ରହିବେ । ଶୋକର ଏହି ମୁହୂର୍ତ୍ତରେ ଭଗବାନ ତାଙ୍କ ଆତ୍ମୀୟସ୍ୱଜନ ଓ ପ୍ରଶଂସକଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ଓମ ଶାନ୍ତି । 

SR


(रिलीज़ आईडी: 1935397) आगंतुक पटल : 134
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada