ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇଛି, ଏକ ବିକଶିତ ଭାରତ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 JUN 2023 3:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଅଭିବୃଦ୍ଧି ତଥା ବିକାଶମୂଳକ ପଦକ୍ଷେପ ବିଷୟରେ ପ୍ରବନ୍ଧ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନା ସେୟାର କରିଛନ୍ତି ଯାହା ଭାରତର ଅଦ୍ୱିତୀୟ ଭିତ୍ତିଭୂମି ଦୃଶ୍ୟପଟ୍ଟରେ ପରିଣତ ହୋଇଛି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 ଏହି ୯ବର୍ଷର ଗତି ଏବଂ ପ୍ରଗତିରେ, ଆମେ ଭାରତରେ ଅଭିବୃଦ୍ଧି ଏବଂ ବିକାଶର ମୂଳକୁ ବିକଶିତ କରି ଏକ ଭିତ୍ତିଭୂମି ଦୃଶ୍ୟପଟ୍ଟ ଗଠନ କରିଛୁ ଯାହା ଅଦ୍ୱିତୀୟ ଅଟେ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇ ଏକ ବିକଶିତ ଭାରତ ପାଇଁ ମଞ୍ଚ ପ୍ରସ୍ତୁତ କରିଛି

HS


(ରିଲିଜ ଆଡି: 1932593) ପରିଦର୍ଶକ କାଉଣ୍ଟର : 161