ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଥମ ଜନଜାତି ଖେଳ ମହୋତ୍ସବ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 15 JUN 2023 1:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ

ସାଇନ୍ସଠାରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଆୟୋଜନ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ଏହାକୁ ଏକ ବଡ଼ ଆରମ୍ଭ ବୋଲି କହିବା ସହ ଦେଶକୁ ଗୌରବାନ୍ୱିତ କରିବାରେ ଜନଜାତି

ଖେଳାଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ପ୍ରକାଶ କରିଛନ୍ତି

 

ଅମୃତ ମହୋତ୍ସବର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଆମ ଖେଳ ଦୁନିଆରେ ଏକ ବଡ଼ ଆରମ୍ଭ! ବୈଶ୍ୱିକ ପ୍ରତିଯୋଗିତାରେ ଭାରତକୁ ପରିଚୟ ଦେବାରେ ଜନଜାତି

ଖେଳାଳୀମାନଙ୍କ ଏକ ବଡ଼ ଭୂମିକା ରହିଛି ଏପରି ଉଦ୍ୟମ ଦ୍ୱାରା ଦେଶକୁ ଏହି ସମୁଦାୟରୁ ନୂଆ ପ୍ରତିଭା

ମିଳିବ

 

SR


(रिलीज़ आईडी: 1932537) आगंतुक पटल : 193
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Nepali , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam