ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏମଏସପି ବୃଦ୍ଧିକୁ କୃଷକମାନେ ସ୍ୱାଗତ କରିବା ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 JUN 2023 7:17PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷକଙ୍କ ଖୁସି ହିଁ ସରକାରଙ୍କୁ ନୂଆ ଉତ୍ସାହ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଉଛି

 

ଖରିଫ୍ ଫସଲ ଉପରେ ଏମଏସପି ବୃଦ୍ଧି ନିମନ୍ତେ ନିକଟରେ କ୍ୟାବିନେଟ ନିଷ୍ପତ୍ତିକୁ କୃଷକମାନେ ସ୍ୱାଗତ କରୁଥିବା ନେଇ ଡିଡି ନ୍ୟୁଜ୍ ଦ୍ୱାରା ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

କୃଷକ ଭାଇଭଉଣୀଙ୍କ ଏହି ଖୁସି ହିଁ ଆମକୁ ସେମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବା ନିମନ୍ତେ ପ୍ରେରଣା ଦେଇଥାଏ

SR


(ରିଲିଜ ଆଡି: 1931242) ପରିଦର୍ଶକ କାଉଣ୍ଟର : 157