ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତାମିଲନାଡ଼ୁର ଗୌରବମୟ ସଂସ୍କୃତି ପାଇଁ ପୂରା ଦେଶ ଗର୍ବିତ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 MAY 2023 11:57PM by PIB Bhubaneswar
ତାମିଲନାଡ଼ୁର ଗୌରବମୟ ସଂସ୍କୃତି ପାଇଁ ପୂରା ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବିଶିଷ୍ଟ ଅଭିନେତା ରଜନୀକାନ୍ତ ଏକ ଟୁଇଟ କରି ନୂଆ ସଂସଦ ଭବନରେ ସେନଗୋଲ୍ ଚମକିବ ବୋଲି କହିଥିôବାବେଳେ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ତାମିଲନାଡ଼ୁର ଗୌରବମୟ ସଂସ୍କୃତି ପାଇଁ ସମଗ୍ର ଦେଶ ଗର୍ବିତ । ନୂଆ ସଂସଦ ଭବନରେ ଏହି ମହାନ ରାଜ୍ୟର ସଂସ୍କୃତିକୁ ଗୌରବାନ୍ୱିତ ହେବା ଦେଖିବା ବାସ୍ତବରେ ଆନନ୍ଦର କଥା ।’
தமிழ்நாட்டின் புகழ்பெற்ற கலாச்சாரத்தில் ஒட்டுமொத்த தேசமும் பெருமை கொள்கிறது. புதிய நாடாளுமன்றக் கட்டிடத்தில் இந்த தலைசிறந்த மாநிலத்தின் கலாச்சாரம் பெருமைக்குரிய இடத்தைப் பெறுவது உண்மையிலேயே மகிழ்ச்சி அளிக்கிறது. #MyParliamentMyPride https://t.co/h0apJAnQ3j
— Narendra Modi (@narendramodi) May 27, 2023
SR
(ରିଲିଜ ଆଡି: 1928569)
ପରିଦର୍ଶକ କାଉଣ୍ଟର : 141
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam