ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରୀୟ ଏସସି-ଏସଟି ହବ୍ ଯୋଜନାର ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 MAY 2023 8:42PM by PIB Bhubaneshwar

ଏକ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକରଣ ଅତିକ୍ରମ କରିଥିବା ଜାତୀୟ ଏସସି-ଏସଟି ହବ ଯୋଜନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେଙ୍କୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମଏସଏମଇକୁ ମଜବୁତ କରିବା ସମାଜର ପ୍ରତ୍ୟେକ ବିଭାଗକୁ ମଜବୁତ କରିବା ସହିତ ସମାନ

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

"ଅନେକ ଅନେକ ଅଭିନନ୍ଦନ! ଏମଏସଏମଇ କ୍ଷେତ୍ରକୁ ସଶକ୍ତ କରିବା ଅର୍ଥ ସମାଜର ପ୍ରତ୍ୟେକ ବିଭାଗକୁ ସଶକ୍ତ କରିବା। ଜାତୀୟ ଏସସି-ଏସଟି ହବ ଯୋଜନାର ଏହି ସଫଳତା ଉତ୍ସାହଜନକ ଅଟେ।"

BS


(रिलीज़ आईडी: 1921263) आगंतुक पटल : 157
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam