ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପୂର୍ବରେ ଶାନ୍ତି ଓ ପ୍ରଗତି ପାଇଁ ଭଲ ଖବର: ପ୍ରଧାନମନ୍ତ୍ରୀ

प्रविष्टि तिथि: 28 APR 2023 10:26AM by PIB Bhubaneswar

ଆସାମ ସରକାର ଏବଂ ଡିମାସା ନ୍ୟାସନାଲ ଲିବରେଶନ ଆର୍ମି ସ୍ଥାୟୀ ଶାନ୍ତି ପାଇଁ ଏକ ଶାନ୍ତି ଚୁକ୍ତି କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ ଟୁଇଟର ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଉତ୍ତରପୂର୍ବରେ ଶାନ୍ତି ଏବଂ ପ୍ରଗତି ପାଇଁ ବେଶ୍ ଭଲ ଖବର

SR


(रिलीज़ आईडी: 1920524) आगंतुक पटल : 139
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam