ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

Posted On: 16 APR 2023 5:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣାକୁ ନିନ୍ଦା କରିଛନ୍ତି । ସେହି କାର୍ଯ୍ୟକ୍ରମରେ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିଶିଦା ମଧ୍ୟ ଉପସ୍ଥିତ ଥିଲେ ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣା ସମ୍ପର୍କରେ ଜାଣିଲି ଯେଉଁଠାରେ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ @Kishida230 ଉପସ୍ଥିତ ଥିଲେ । ସେ ସୁରକ୍ଷିତ ଥିବା ଜାଣି ଆଶ୍ୱସ୍ତ । ତାଙ୍କର ନିରନ୍ତର କୁଶଳତା ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଭାରତ ସମସ୍ତ ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କରୁଛି ।  

 

SR


(Release ID: 1917110) Visitor Counter : 119