ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
13 APR 2023 6:10PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ ୨୦୨୩ ଆର୍ଥିକ ବର୍ଷରେ ସର୍ବାଧିକ ପୁଞ୍ଜି ବିନିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଭିତ୍ତିଭୂମିକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଇଥାଉ । ଗତ କିଛି ମାସ ମଧ୍ୟରେ ଗୋଆ, ବେଙ୍ଗଲୁରୁ, ଚେନ୍ନାଇ, ଇଟାନଗର ଓ ଶିବମୋଗା ବିମାନ ବନ୍ଦରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ଏହାର କିଛି ଝଲକ ଦେଖନ୍ତୁ ।”
SR
(Release ID: 1916291)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam