ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ ଔଷଧି ଅନ୍ତର୍ଗତ ଗରିବ ଲୋକଙ୍କୁ ମହଙ୍ଗା ଔଷଧ ଶସ୍ତାରେ ମିଳୁଥିବା ଦେଖିବା ସନ୍ତୋଷଜନକ: ପ୍ରଧାନମନ୍ତ୍ରୀ

प्रविष्टि तिथि: 08 APR 2023 8:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନଔଷଧି ଅନ୍ତର୍ଗତ ଗରିବ ଲୋକଙ୍କୁ ମହଙ୍ଗା ଔଷଧ ଶସ୍ତାରେ ମିଳୁଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନା କିପରି ଗରିବ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇବାରେ ସାହାଯ୍ୟ କରୁଛି ସେ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମ ପ୍ରକାଶଙ୍କ ଭାବୁକତାଭରା ଟ୍ୱିଟ ପ୍ରତ୍ୟୁତ୍ତରରେ,  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏପରି ଅନେକ ଭାବୁକତାଭରା ଉଦାହରଣ ରହିଛି, ଯେଉଁଥିରୁ ପ୍ରଧାନମନ୍ତ୍ରୀ ଭାରତୟ ଜନଔଷଧି ପ୍ରକଳ୍ପର ସଫଳତା ଜାଣିହୁଏ । ଏହା ସନ୍ତୋଷଜନକ ଯେ, ଆଜି ଦେଶର ଗରିବ ଲୋକେ ମହଙ୍ଗା ଔଷଧ ଶସ୍ତାରେ କିଣି ପାରୁଛନ୍ତି ।


SR


(रिलीज़ आईडी: 1914948) आगंतुक पटल : 196
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam