ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷୀୟ ସୁରକ୍ଷା ପରିଷଦର ସଚିବ ଶ୍ରୀ ନିକୋଲାଇ ପେତୃସେଭ

प्रविष्टि तिथि: 29 MAR 2023 10:19PM by PIB Bhubaneshwar

ଋଷୀୟ ସଂଘ ସୁରକ୍ଷା ପରିଷଦର ସଚିବ ମହାମହିମ ଶ୍ରୀ ନିକୋଲାଇ ପେତୃସେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ସେମାନେ ଦ୍ୱିପାକ୍ଷିକ ସହଯୋଗ ସାଙ୍ଗକୁ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ।

 

SR


(रिलीज़ आईडी: 1912120) आगंतुक पटल : 135
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam