ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚିକ୍କାବଲ୍ଲାପୁରରେ ସାର ଏମ ବିଶ୍ୱେଶ୍ୱରାୟାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2023 2:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଚିକ୍କାବଲ୍ଲାପୁର ଠାରେ ସାର ଏମ ବିଶ୍ୱେଶ୍ୱରାୟାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।

ଶ୍ରୀ ମୋଦୀ ଆଜି କର୍ଣ୍ଣାଟକ ଗସ୍ତରେ ଅଛନ୍ତି ।

 

SR


(ରିଲିଜ ଆଡି: 1910864) ପରିଦର୍ଶକ କାଉଣ୍ଟର : 152