ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅସ୍କାର ଜିତିଥିବା ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ର ସମ୍ପୂର୍ଣ୍ଣ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
13 MAR 2023 11:00AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ ପ୍ରାମାଣିକ ଲଘୁ ଫିଲ୍ମ ବର୍ଗରେ ିଲ୍ଫିଅସ୍କାର ଜିତିଥିବା ପ୍ରାମାଣିକ ଫିଲ୍ମ ନିର୍ମାତା କାର୍ତ୍ତିକି ଗୋନସାଲଭିସ, ପ୍ରଯୋଜକ ଗୁନୀତ ମୋଙ୍ଗା ଓ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ର ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକାଡେମୀ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହି ସମ୍ମାନ ପାଇଁ @EarthSpectrum, @guneetm ଓ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ । ସେମାନଙ୍କ କାମରେ ନିରନ୍ତର ବିକାଶ ଓ ପ୍ରକୃତି ସହ ସଦଭାବ ବଜାୟର ମହତ୍ତ୍ୱ ଉପରେ ସୁନ୍ଦର ଭାବେ ଆଲୋକପାତ କରାଯାଇଛି । #Oscars”
SR
(Release ID: 1906645)
Read this release in:
Malayalam
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada