ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୋରଦାର ସ୍ୱାଗତ ପାଇଁ ମାଣ୍ଡ୍ୟାକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 12 MAR 2023 3:03PM by PIB Bhubaneshwar

କର୍ଣ୍ଣାଟକ ଗସ୍ତର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଆଜି ମାଣ୍ଡ୍ୟାରେ ଉପସ୍ଥିତ ଥିଲେ । ଲୋକେ ତାଙ୍କୁ ବେଶ ଉତ୍ସାହର ସହ ସେଠାରେ ସ୍ୱାଗତ କରିଥିଲେ ।

ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଜୋରଦାର ସ୍ୱାଗତ ପାଇଁ ଧନ୍ୟବାଦ ମାଣ୍ଡ୍ୟା!

 

SR


(रिलीज़ आईडी: 1906609) आगंतुक पटल : 140
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam