ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆତ୍ମନିର୍ଭର ଭାରତ ନିର୍ମାଣ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 31 JAN 2023 7:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁ ଗିନିକୁ ପ୍ରଥମ ବ୍ୟାଚ ସ୍ୱଦେଶୀ ନିର୍ମିତ AVGAS 10LL ରପ୍ତାନୀ କରି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଭାରତୀୟ ତୈଳ ନିଗମର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଣ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏହା ଦେଖି ଖୁସି ଲାଗୁଛି । ଆତ୍ମନିର୍ଭର ଭାରତ ପାଇଁ ଆମ ପ୍ରୟାସକୁ ଏହା ଆହୁରି ମଜବୁତ କରିବ ।”

 

SR


(रिलीज़ आईडी: 1895414) आगंतुक पटल : 170
इस विज्ञप्ति को इन भाषाओं में पढ़ें: Assamese , Kannada , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Malayalam