ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାଘ ବିହୁ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
15 JAN 2023 4:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଘ ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମାଘ ବିହୁର ଶୁଭେଚ୍ଛା । ଏହି ପର୍ବ ପ୍ରକୃତି ଓ ଆନନ୍ଦର ପରିବେଶ ସହ ଆମ ବନ୍ଧନକୁ ଆହୁରି ସୁଦୃଢ କରୁ ବୋଲି କାମନା ।”
SR
(ରିଲିଜ ଆଡି: 1891406)
ପରିଦର୍ଶକ କାଉଣ୍ଟର : 209
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam