ପୋଷ୍ଟ କରାଯିବା ଦିନାଙ୍କ:
02 JAN 2023 6:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସାମାଜିକ ସଂସ୍କାର, ଗ୍ରାମୀଣ ବିକାଶ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ସାମାଜିକ ସଂସ୍କାର ଏବଂ ସେବାରେ ତାଙ୍କର ଅବଦାନ ଅନେକ ଲୋକଙ୍କୁ ଉତ୍ସାହିତ କରିଥାଏ । ଗ୍ରାମାଞ୍ଚଳର ବିକାଶରେ ତାଙ୍କର ଉଦ୍ୟମ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସେ ବହୁତ ଅବଦାନ ରଖିଥିଲେ ।”
HS