ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଜୋରମ ମୁଖ୍ୟମନ୍ତ୍ରୀ

Posted On: 08 DEC 2022 2:32PM by PIB Bhubaneshwar

ମିଜୋରମ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରମଥାଙ୍ଗା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ମିଜୋରମ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଛନ୍ତି ।” 

 

SR



(Release ID: 1882023) Visitor Counter : 112