ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 03 DEC 2022 12:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"भारतामृत सर्वस्वं विष्णोर्वक्त्राद्विनिः सृतम्।

गीता गंगोदकं पीत्वा पुनर्जन्म न विद्यते।।

ଦେଶବାସୀଙ୍କୁ ଗୀତା ଜୟନ୍ତୀର ଅଜସ୍ର ଶୁଭେଚ୍ଛା । ଶ୍ରୀମଦ୍ଭଗବତଗୀତା ଶହ ଶହ ବର୍ଷ ଧରି ମାନବତାର ମାର୍ଗଦର୍ଶନ କରି ଆସୁଛି । ଅଧ୍ୟାତ୍ମ ଓ ଜୀବନ-ଦର୍ଶନ ସହ ଜଡିତ ଏହି ମହାନ ଗ୍ରନ୍ଥ ସବୁ ଯୁଗରେ ପଥ ପ୍ରଦର୍ଶକ ହୋଇ ରହିଥିବ ।”

 

SR



(Release ID: 1880779) Visitor Counter : 117