ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ପ୍ରେସ୍ ବିଜ୍ଞପ୍ତି

प्रविष्टि तिथि: 09 NOV 2022 11:15AM by PIB Bhubaneswar

ରାଷ୍ଟ୍ରପତି  ଭବନର ଦରବାର ହଲରେ ଆଜି (ନଭେମ୍ବେର 09, 2022) 10.00 ଘ. ରେ ଆୟୋଜିତ ଏକ ସମାରୋହରେ, ନ୍ୟାୟମୂର୍ତ୍ତି ଡ. ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଭାରତର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି।

 

BS


(रिलीज़ आईडी: 1874716) आगंतुक पटल : 198
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Tamil