ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡାଲ ହ୍ରଦରେ ଭାରତର ପ୍ରଥମ ଭାସମାନ ବିତ୍ତୀୟ ସାକ୍ଷରତା ଶିବିର ଆୟୋଜନ ପାଇଁ ଆଇପିପିବିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 05 NOV 2022 4:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିବେଶକ ଦିଦି ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଠାରେ ଡାଲ ହ୍ରଦରେ ଭାରତର ପ୍ରଥମ ଭାସମାନ ବିତ୍ତୀୟ ସାକ୍ଷରତା ଶିବିର ଆୟୋଜନ ପାଇଁ ଆଇପିପିବିକୁ ପ୍ରଶଂସା କରିଛନ୍ତି ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚମତ୍କାର ପଦକ୍ଷେପ ଯାହା ମହିଳା ସଶକ୍ତିକରଣକୁ ଆଗେଇ ନେବ ।”

 

SR



(Release ID: 1873939) Visitor Counter : 133