ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୁଁ ଭାଗ୍ୟବାନ ଯେ ଡକ୍ଟର କଲାମଙ୍କ ସହ ବର୍ଷ ବର୍ଷ ଧରି ଘନିଷ୍ଠ ଭାବରେ ଆଲୋଚନା କରିଛି : ପ୍ରଧାନମନ୍ତ୍ରୀ
प्रविष्टि तिथि:
17 OCT 2022 2:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ସେୟାର କରିଛନ୍ତି ।
ମୋଦୀ ଷ୍ଟୋରୀ ଦ୍ୱାରା ଏକ ଟୁଇଟ୍ ହୋଇଥିଲା ଯେଉଁଥିରେ ଡକ୍ଟର କଲାମଙ୍କ ନାତି ନରେନ୍ଦ୍ର ମୋଦୀଙ୍କ ସହ ଡକ୍ଟର କଲାମଙ୍କ ସ୍ନେହପୂର୍ଣ୍ଣ ବନ୍ଧନ ଏବଂ ତାଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବିଷୟରେ ସେୟାର କରିଥିଲେ ତାହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ମୁଁ ସୌଭାଗ୍ୟବଶତଃ ଡକ୍ଟର କଲାମଙ୍କ ସହ ବର୍ଷ ବର୍ଷ ଧରି ଘନିଷ୍ଠ ଭାବେ ଆଲୋଚନା କରିଛି । ଭାରତର ପ୍ରଗତି ପ୍ରତି ତାଙ୍କର ପ୍ରତିଭା, ନମ୍ରତା ଏବଂ ଉତ୍ସାହକୁ ମୁଁ ନିକଟରୁ ଦେଖିଛି ।”
HS
(रिलीज़ आईडी: 1868472)
आगंतुक पटल : 182
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam