ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି -୨୦ ଶିଖର ସମ୍ମିଳନୀ ୨୦୧୯ ର ଅବସରରେ ‘ଋଷ-ଭାରତ-ଚୀନ୍‌' (ଆରଆଇସି) ନେତାଙ୍କ ଅନ ଅନୌପଚାରିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ଉଦବୋଧନ

प्रविष्टि तिथि: 15 OCT 2022 7:39PM by PIB Bhubaneshwar

ମୋର ବନ୍ଧୁ ମାନ୍ୟବର ରାଷ୍ଟ୍ରପତି ଏକ୍ସଆଇ ଏବଂ ମାନ୍ୟବର ରାଷ୍ଟ୍ରପତି ପୁଟିନ,

ଗତ ବର୍ଷ ଆର୍ଜେଣ୍ଟିନାରେ ଆମେ ତିନି ଦେଶ ଏକ ଶିଖର ସ୍ତରୀୟ ବୈଠକ କରିଥିଲେ

ବିଶ୍ୱର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଉପଯୋଗୀ ମତ ବିନିମୟ ପରେ, ଆମେ ଭବିଷ୍ୟତରେ ପୁନର୍ବାର ସାକ୍ଷାତ କରିବାକୁ ରାଜି ହୋଇଥିଲୁ

ଆଜି ଆପଣଙ୍କୁ ଏହି ଆରଆଇସି ଅନୌପଚାରିକ ସମ୍ମିଳନୀରେ ସ୍ୱାଗତ କରି ମୁଁ ବହୁତ ଖୁସି

ବିଶ୍ୱର ଅଗ୍ରଣୀ ଅର୍ଥନୀତି ଭାବରେ ଆର୍ଥିକ, ରାଜନୈତିକ ଏବଂ ସୁରକ୍ଷା ପରିସ୍ଥିତି ଉପରେ ଆମ ମଧ୍ୟରେ ମତ ବିନିମୟ ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସମନ୍ୱୟ ପାଇଁ ଆଜି ଆମର ତ୍ରିପାକ୍ଷିକ ବୈଠକ ଏକ ଉପଯୋଗୀ ମାଧ୍ୟମ

ଚଳିତ ବର୍ଷ ଫେବୃଆରୀରେ ଚୀନ୍‍ ଠାରେ ଆମର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅନେକ ପ୍ରସଙ୍ଗରେ ମତ ବିନିମୟ ହୋଇଥିଲା ଏଥିରେ ଆତଙ୍କବାଦ ବିରୋଧକୁ ପ୍ରୋତ୍ସାହନ, ଆନ୍ତର୍ଜାତୀୟ ହଟ-ସ୍ପଟ୍ ପ୍ରସଙ୍ଗ, ବହୁପକ୍ଷୀୟ ସଂସ୍କାର, ଜଳବାୟୁ ପରିବର୍ତ୍ତନ ଏବଂ ଆରଆଇସି ଅଧୀନରେ ସହଯୋଗ ଆଦି ଅନ୍ତର୍ଭୁକ୍ତ ଥିଲା

ବର୍ତ୍ତମାନ ମୁଁ ମାନ୍ୟବର ରାଷ୍ଟ୍ରପତି ଏକ୍ସଆଇଙ୍କୁ ତାଙ୍କ ଉଦ୍‍ଘାଟନୀ ଉଦବୋଧନ ରଖିବାକୁ ଅନୁରୋଧ କରୁଛି

(ରାଷ୍ଟ୍ରପତି ଏକ୍ସଆଇ ଙ୍କ ଉଦ୍‍ଘାଟନୀ ଉଦବୋଧନ ପରେ)

ରାଷ୍ଟ୍ରପତି ଏକ୍ସଆଇଙ୍କୁ ଧନ୍ୟବାଦ

ବର୍ତ୍ତମାନ ମୁଁ ମାନ୍ୟବର ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଉଦ୍‍ଘାଟନୀ ଉଦବୋଧନ ପାଇଁ ଅନୁରୋଧ କରୁଛି

ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ

HS


(रिलीज़ आईडी: 1868117) आगंतुक पटल : 100
इस विज्ञप्ति को इन भाषाओं में पढ़ें: Bengali , Gujarati , English , हिन्दी , Manipuri , Assamese , Punjabi , Tamil , Telugu , Malayalam