ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମିଲାଦ-ଉନ୍‌- ନବୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 09 OCT 2022 12:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଲାଦ-ଉନ-ନବୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମିଲାଦ-ଉନ-ନବୀରେ ସମସ୍ତଙ୍କୁ ଶୁଭେଚ୍ଛା ଏହି ଅବସରରେ ଆମ ସମାଜରେ ଶାନ୍ତି, ଏକତା ଏବଂ କରୁଣାର ଆବେଗ ଆଗକୁ ବଢାଇବା ଇଦ୍ ମୁବାରକ

HS


(रिलीज़ आईडी: 1866211) आगंतुक पटल : 291
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam