ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାରୀ ଶକ୍ତିକୁ ମଜବୁତ କରିବାକୁ ସାମୂହିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 7:41AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ୧୩୦ କୋଟି ଭାରତୀୟଙ୍କ ସାମୂହିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି

ଭାରତରେ କନ୍ୟା ଶିଶୁ ମୃତ୍ୟୁ ହାର ହ୍ରାସ ସଂକ୍ରାନ୍ତରେ କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ଏକ ଟୁଇଟ୍‍ ଉପରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଏହା ଏକ ବଡ଼ ସଙ୍କେତ, ଆମର ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ୧୩୦ କୋଟି ଭାରତୀୟଙ୍କ ସାମୂହିକ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସେ କହିଛନ୍ତି

HS


(ରିଲିଜ ଆଡି: 1865465) ପରିଦର୍ଶକ କାଉଣ୍ଟର : 160