ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଅଧ୍ୟକ୍ଷତାରେ ଜି୨୦ ସଚିବାଳୟରେ ନିଯୁକ୍ତି ସୁଯୋଗକୁ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 29 SEP 2022 6:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସଚିବାଳୟରେ ନିଯୁକ୍ତି ସୁଯୋଗ ସହ ଭାରତ ଅଧ୍ୟକ୍ଷତାରେ ବୈଶିକ ଏଜେଣ୍ଡା ପ୍ରସ୍ତୁତିରେ ଯୋଗଦାନ ପାଇଁ ରୋମାଞ୍ଚକର ଅବସରକୁ ଶେୟାର କରିଛନ୍ତି । 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କ ଏକ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଏକ ରୋମାଞ୍ଚକର ଅବସର...”

SR



(Release ID: 1863540) Visitor Counter : 148