ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଲାଡି ଗ୍ରାମରେ ଥିବା ଶ୍ରୀ ଆଦି ଶଙ୍କର ଜନ୍ମ ଭୁମି କ୍ଷେତ୍ର ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
କୋଚିରେ ଥିବା ସ୍ତୁପ (ଶ୍ରୀ କାଞ୍ଚି କାମକୋଠି ପୀଠ) ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
01 SEP 2022 9:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଚିର କାଲାଡି ଗ୍ରାମରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ଜନ୍ମସ୍ଥାନ ଶ୍ରୀ ଆଦି ଶଙ୍କର ଜନ୍ମ ଭୂମି କ୍ଷେତ୍ର ପରିଦର୍ଶନ କରିଛନ୍ତି ।






ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କୋଚି ଠାରେ ଥିବା ସ୍ତୁପ (ଶ୍ରୀ କାଞ୍ଚି କାମକୋଠି ପୀଠ) ପରିଦର୍ଶନ କରିଛନ୍ତି ।



HS
(रिलीज़ आईडी: 1856211)
आगंतुक पटल : 187
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam