ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିଣିଥିବାରୁ ଜୁଡୋ ଖେଳାଳି ତୁଲିକା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 07 AUG 2022 11:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଡୋ ଖେଳାଳି ତୁଲିକା ମାନଙ୍କୁ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ତୁଲିକା ମାନ ବର୍ମିଂହାମ ଖେଳରେ ଚମକିଛନ୍ତି! ଜୁଡୋରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ଏହି ପଦକ ତାଙ୍କର ବିଶିଷ୍ଟ କ୍ରୀଡ଼ା କ୍ୟାରିୟରର ଆଉ ଏକ ପ୍ରଶଂସା ଅଟେ ତାଙ୍କୁ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି

HS



(Release ID: 1849541) Visitor Counter : 112