ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ କେ କାମରାଜଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 15 JUL 2022 9:28AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ କେ କାମରାଜଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ କେ.କମରାଜ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଅବିସ୍ମରଣୀୟ ଅବଦାନ ରଖିଛନ୍ତି ଏବଂ ଜଣେ ଦରଦୀ ପ୍ରଶାସକ ଭାବରେ ପରିଚିତ ହୋଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଶ୍ରୀ କେ କାମରାଜ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିବା ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଅବିସ୍ମରଣୀୟ ଅବଦାନ ରଖିଥିଲେ ଏବଂ ଜଣେ ଦରଦୀ ପ୍ରଶାସକ ଭାବରେ ଏକ ପରିଚୟ ସୃଷ୍ଟି କରିଥିଲେ ଦାରିଦ୍ର ତଥା ମାନବିକ ଦୁଃଖ ଦୂର କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ ସେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶ ପାଇଁ ମଧ୍ୟ ଧ୍ୟାନ ଦେଇଥିଲେ

HS


(रिलीज़ आईडी: 1841723) आगंतुक पटल : 172
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam