ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2022 9:46AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଅର୍ଥନୀତି କ୍ଷେତ୍ରରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଗୁରୁତ୍ୱ ଉପରେ ନିଜର ମତ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆମ ଅର୍ଥ ବ୍ୟବସ୍ଥାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଣ୍ଟମାନଙ୍କୁ ଶୁଭେଚ୍ଛା । ସେମାନେ ଅର୍ଥନୀତିରେ ଅଭିବୃଦ୍ଧି ଏବଂ ସ୍ୱଚ୍ଛତାକୁ ଆଗକୁ ନେବାରେ କଠିନ ପରିଶ୍ରମ ଜାରି ରଖନ୍ତୁ ।”

HS


(ରିଲିଜ ଆଡି: 1838533) ପରିଦର୍ଶକ କାଉଣ୍ଟର : 241