ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗର ସୌନ୍ଦର୍ଯ୍ୟ ଏହାର ସରଳତାରେ ରହିଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 JUN 2022 4:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୋଗର ସୌନ୍ଦର୍ଯ୍ୟ ଏହାର ସରଳତାରେ ରହିଛି ସେ କହିଛନ୍ତି ଯେ ଯୋଗ ଘରେ, କାର୍ଯ୍ୟ ବିରତି ସମୟରେ କିମ୍ବା ସାମୂହିକ ଭାବେ କରାଯାଇପାରିବ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ପାଇଁ ଯେକେହି ଯୋଗ ମ୍ୟାଟ୍ଏବଂ କିଛି ଖାଲି ସ୍ଥାନ ଆବଶ୍ୟକ କରନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଯୋଗର ସୌନ୍ଦର୍ଯ୍ୟ ଏହାର ସରଳତାରେ ଅଛି ଆପଣଙ୍କୁ କେବଳ ଏକ ଯୋଗ ମ୍ୟାଟ୍ ଏବଂ କିଛି ଖାଲି ସ୍ଥାନ ଦରକାର

ଯୋଗ ଘରେ, କାର୍ଯ୍ୟ ବିରତି ସମୟରେ କିମ୍ବା ଏକ ସାମୂହିକ ଭାବେ କରାଯାଇପାରିବ

ମୁଁ ଆଶା କରୁଛି ଆପଣ ଏହାକୁ ନିୟମିତ ଅଭ୍ୟାସ କରିବେ ...”

HS


(ରିଲିଜ ଆଡି: 1834312) ପରିଦର୍ଶକ କାଉଣ୍ଟର : 216