ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ପ୍ରକୃଷ୍ଟ ସମାହାର: ପ୍ରଧାନମନ୍ତ୍ରୀ
प्रविष्टि तिथि:
14 JUN 2022 11:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ପ୍ରକୃଷ୍ଟ ସମାହାର । ସେ ଏହା ମଧ୍ୟ କହିଛନ୍ତି ଯେ ଦ୍ରୁତ ଗତିର ଦୁନିଆରେ ଯୋଗ ବହୁ ମାତ୍ରାରେ ଆବଶ୍ୟକ ଶାନ୍ତି ପ୍ରଦାନ କରିଥାଏ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ଏକ ପ୍ରକୃଷ୍ଟ ସମାହାର । ଏକ ଦ୍ରୁତ ଗତିଶୀଳ ଦୁନିଆରେ ଏହା ବହୁ ମାତ୍ରାରେ ଆବଶ୍ୟକ ଶାନ୍ତି ପ୍ରଦାନ କରିଥାଏ ।”
HS
(रिलीज़ आईडी: 1833845)
आगंतुक पटल : 149
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam