ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟୋକିଓରେ ବ୍ୟବସାୟିକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 23 MAY 2022 4:09PM by PIB Bhubaneshwar

 

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ମଇ ୨୦୨୨ ରେ ଟୋକିଓରେ ଜାପାନର ବ୍ୟବସାୟୀ ମୁଖ୍ୟଙ୍କ ସହ ଆୟୋଜିତ ଆଲୋଚନାରୋ ଅଧ୍ୟକ୍ଷତା କରିଥିଲେ

ଏହି କାର୍ଯ୍ୟକ୍ରମରେ ୩୪ ଟି ଜାପାନୀ କମ୍ପାନୀର ଶୀର୍ଷ କାର୍ଯ୍ୟର୍ନିବାହୀ ଏବଂ ସିଇଓ ଅଂଶଗ୍ରହଣ କରିଥିଲେ ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଭାରତରେ ନିବେଶ ଏବଂ ବ୍ୟବସାୟ ରହିଛି କମ୍ପାନୀଗୁଡିକ ଅଟୋମୋବାଇଲ୍‌, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଷ୍ଟିଲ୍‌, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସହିତ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ ଜାପାନ ଭାରତର ପ୍ରମୁଖ ବ୍ୟବସାୟିକ ସଂଗଠନ ଯଥା କେଇଡାନରେନ, ଜାପାନର ବାହ୍ୟ ବାଣିଜ୍ୟ ସଂଗଠନ (ଜେଇଟିଆରଓ), ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂଗଠନ (ଜେଆଇସିଏ), ଜାପାନ ବ୍ୟାଙ୍କ ଅଫ୍ ଇଣ୍ଟରନେସନାଲ କୋପରେସନ (ଜେବିଆଇସି), ଜାପାନ-ଭାରତ ବ୍ୟବସାୟ ପରାମର୍ଶଦାତା କମିଟି (ଜେଆଇବିସିସି) ଏବଂ ଇନଭେଷ୍ଟ ଇଣ୍ଡିଆ ଏହି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ

ଭାରତ ଏବଂ ଜାପାନ ପ୍ରାକୃତିକ ସହଭାଗୀ ବୋଲି ଜୋର ଦେଇ ପ୍ରଧାନମନ୍ତ୍ରୀ ବ୍ୟବସାୟିକ ସମ୍ପ୍ରଦାୟକୁ ଭାରତ-ଜାପାନ ସମ୍ପର୍କର ଅପାର ସମ୍ଭାବନାର ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୨୦୨୨ ରେ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶ ଆସନ୍ତା ବର୍ଷ ମଧ୍ୟରେ ଟ୍ରିଲିୟନ ଜାପାନୀ ୟେନ  ପୁଞ୍ଜି ବିନିଯୋଗର ଏକ ବଡ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଅନ୍ୟଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସମ୍ପର୍କର ସାମ୍ପ୍ରତିକ ବିକାଶ ଉପରେ ଆଲୋକପାତ କରିଥିଲେ ଯେପରିକି ଭାରତ-ଜାପାନ ଶିଳ୍ପ ପ୍ରତିଯୋଗୀତା ସହଭାଗୀତା (ଆଇଜେଆଇସିପି) ଏବଂ ସ୍ୱଚ୍ଛ ଶକ୍ତି ସହଭାଗୀତା ସେ ଜାତୀୟ ଭିତ୍ତିଭୂମି ପାଇପଲାଇନ (ଏନ୍ଆଇପି), ଉତ୍ପାଦନ ଲିଙ୍କେଡ୍ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଏବଂ ସେମିକଣ୍ଡକ୍ଟର ଏବଂ ଭାରତରେ ଷ୍ଟାର୍ଟଅପ୍ ବିକାଶ ଉପରେ ଆଲୋକପାତ କରିଥିଲେ

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ଏଫଡିଆଇରେ ମନ୍ଥରତା ସତ୍ୱେ ପୂର୍ବ ଆର୍ଥିକ ବର୍ଷରେ ଭାରତ ୮୪ ବିଲିୟନ ଡ଼ଲାରର ରେକର୍ଡ ଏଫଡିଆଇ ଆକୃଷ୍ଟ କରିପାରିଛି ସେ ଏହାକୁ ଭାରତର ଅର୍ଥନୈତିକ ସାମର୍ଥ୍ୟକୁ ଆତ୍ମବିଶ୍ୱାସର ଏକ ବିଜୟ ବୋଲି କହିଛନ୍ତି ସେ ଭାରତରେ ଜାପାନ କମ୍ପାନୀଗୁଡିକ ଦ୍ୱାରା ଅଧିକ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ ଏବଂ ଭାରତର ବିକାଶ ଯାତ୍ରା ପାଇଁ ଜାପାନର ଅବଦାନକୁ "ଜାପାନ ସପ୍ତାହରୂପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ

ନିମ୍ନଲିଖିତ ବ୍ୟବସାୟିକ ମୁଖ୍ୟମାନେ ବ୍ୟବସାୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ:

 

 

Name

Designation

Organization

Mr. Seiji Kuraishi

Chairman and Director

Honda Motor Co., Ltd.

Mr. Makoto Uchida

Representative Executive Officer, President & CEO

Nissan Motor Corporation

Mr. Akio Toyoda

President and member of board of directors

Toyota Motor Corporation

Mr. Yoshihiro Hidaka

President, CEO & Representative Director

Yamaha Motor Corporation

Mr. Toshihiro Suzuki

President & Representative Director

Suzuki Motor Corporation

Mr. Seiji Imai

Chairman of Mizuho Financial Group

Mizuho Bank Ltd.

Mr. Hiroaki Fujisue

Advisor, MUFG Bank Ltd. and Chairman, JIBCC

MUFG Bank Ltd. and JIBCC

Mr. Takeshi Kunibe

Chairman of the Board of both Sumitomo Mitsui Financial Group (SMFG) and Sumitomo Mitsui Banking Corporation (SMBC)

Sumitomo Mitsui Banking Corporation

Mr. Koji Nagai

Chairman

Nomura Securities Co., Ltd.

Mr. Kazuo Nishitani

Secretary General

Japan-India Business Co-operation Committee

Mr. Masakazu Kubota

President

KEIDANREN

Mr. Kyohei Hosono

Director and COO

Dream Incubator Inc.

Mr. Keiichi Iwata

President of Sumitomo Chemical Co., Ltd Vice Chairman of Japan Petrochemical Industry Association

Sumitomo Chemical Co. Ltd.

Mr. Tsugio Mitsuoka

Chairman of the Board

IHI Corporation

Mr. Yoshinori Kanehana

Chairman of Board

Kawasaki Heavy Industries, Ltd.

Mr. Ryuko Hira

President & Representative Director

Hotel Management International Co. Ltd.

Mr. Hiroko Ogawa

CO&CEO

Brooks & Co. Ltd.

Mr. Vivek Mahajan

Senior Executive Vice President, CTO

Fujitsu Ltd.

Mr. Toshiya Matsuki

Senior Vice President

NEC Corporation

Mr. Kazushige Nobutani

President

JETRO

Mr. Yamada Junichi

Executive Senior Vice President

JICA

Mr. Tadashi Maeda

Governor

JBIC

Mr. Ajay Singh

Managing Executive Officer

Mitsui O.S.K. Lines

Mr. Toshiaki Higashihara

Director, Representative Executive Officer, Executive Chairman & CEO

Hitachi Ltd.

Mr. Yoshihiro Mineno

Senior Executive Officer, Member of the Board

Daikin Industries Ltd.

Mr. Yoshihisa Kitano

President & CEO

JFE Steel Corporation

Mr. Eiji Hashimoto

Representative Director and President

Nippon Steel Corporation

Mr. Akihiro Nikkaku

President and Representative Member of the Board

Toray Industries, Inc.

Mr. Motoaki Uno

Representative Director & Senior Executive Managing Officer

Mitsui & Co. Ltd.

Mr. Masayoshi Fujimoto

Representative Director, President & CEO

Sojitz Corporation

Mr. Toshikazu Nambu

Executive Vice President, Representative Director

Sumitomo Corporation

Mr. Ichiro Kashitani

President

Toyota Tsusho Corporation

Mr. Ichiro Takahara

Vice Chairman, Member of the Board

Marubeni Corporation

Mr. Yoji Taguchi

Chairman and Managing Director of Mitsubishi Corporation India Private Limited

Mitsubishi Corporation

***

 

HS

Release ID: 1827634



(Release ID: 1827748) Visitor Counter : 155