ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 24 APR 2022 9:28AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ପଞ୍ଚାୟତ ହେଉଛି ଭାରତୀୟ ଗଣତନ୍ତ୍ରର ସ୍ତମ୍ଭ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣ ସମସ୍ତଙ୍କୁ ଜାତୀୟ ପଞ୍ଚାୟତରାଜ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ପଞ୍ଚାୟତ ହେଉଛି ଭାରତୀୟ ଗଣତନ୍ତ୍ରର ସ୍ତମ୍ଭ, ଯାହାର ଶକ୍ତିରେ ହିଁ ନୂତନ ଭାରତର ସମୃଦ୍ଧତା ରହିଛି । ଆସନ୍ତୁ ଏକ ଆତ୍ମର୍ନିଭରଶୀଳ ଭାରତ ଗଠନରେ ଆମର ପଞ୍ଚାୟତକୁ ଅଧିକ ସଶକ୍ତ କରିବାକୁ ଶପଥ ନେବା ।”

HS


(रिलीज़ आईडी: 1819514) आगंतुक पटल : 171
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam