ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହନୁମାନ ଜୟନ୍ତୀ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
16 APR 2022 9:05AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହନୁମାନ ଜୟନ୍ତୀର ଶୁଭ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶକ୍ତି, ସାହସ ଏବଂ ସଂଯମତାର ପ୍ରତୀକ ପ୍ରଭୁ ହନୁମାନଙ୍କ ଜନ୍ମ ବାର୍ଷିକୀରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ପବନପୁତ୍ରଙ୍କ ଅନୁଗ୍ରହରେ, ସମସ୍ତଙ୍କ ଜୀବନ ସର୍ବଦା ଶକ୍ତି, ବୁଦ୍ଧି ଏବଂ ବିଦ୍ୟାରେ ପରିପୂର୍ଣ୍ଣ ହେଉ ।”
HS
(रिलीज़ आईडी: 1817263)
आगंतुक पटल : 202
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada