ଅର୍ଥ ମନ୍ତ୍ରଣାଳୟ

ମାର୍ଚ୍ଚ 2022 ସୁଦ୍ଧା ନ୍ୟାସନାଲ୍ ପେନସନ ସିଷ୍ଟମରେ ବିଭିନ୍ନ ସ୍କିମରେ 520 ଲକ୍ଷରୁ ଅଧିକ ସବସ୍କ୍ରାଇବର ରହିଛନ୍ତି, ବର୍ଷ ପରେ ବର୍ଷ ବୃଦ୍ଧି 22% ରୁ ଅଧିକ ରହିଛି


ଅଟଳ ପେନସନ ଯୋଜନା (ଏପିୱାଇ) ଅନ୍ତର୍ଗତ ସମୁଦାୟ ପେନ୍‌ସନ ଆସେଟ୍ ଟ.7.36 ଲକ୍ଷ କୋଟି ରହିଛି, ଯେଉଁଥିରେ ବର୍ଷ ପରେ ବର୍ଷ ଅଭିବୃଦ୍ଧି 27% ରୁ ଅଧିକ ରହିଛି

Posted On: 08 APR 2022 1:43PM by PIB Bhubaneshwar

ନ୍ୟାସନାଲ୍ ପେନସନ ସିଷ୍ଟମ (ଏନପିଏସ୍‌) ଅନ୍ତର୍ଗତ ବିଭିନ୍ନ ସ୍କିମରେ ସବସ୍କ୍ରାଇବରଙ୍କ ସଂଖ୍ୟା ମାର୍ଚ୍ଚ 2022 ଶେଷ ବେଳକୁ 520.21 ଲକ୍ଷ ରହିଛି ଯାହାକି ମାର୍ଚ୍ଚ 2021 ଶେଷ ସୁଦ୍ଧା 424.40 ଲକ୍ଷ ରହିଥିଲା ଯେଉଁଥିରେ ବର୍ଷ ପରେ ବର୍ଷ ବୃଦ୍ଧି (ବର୍ଷ ପରେ ବର୍ଷ) 22.58% କୁ ବୃଦ୍ଧି ହୋଇଛି (ଟେବୁଲ୍ ନଂ-1)

 

ଟେବୁଲ୍ -1 : ନ୍ୟାସନାଲ୍ ପେନସନ ସିଷ୍ଟମ ଓ ଅଟଳ ପେନସନ ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍କିମରେ ଥିବା ସବସ୍କ୍ରାଇବରଙ୍କ ସଂଖ୍ୟା

(ସଂଖ୍ୟା ଲକ୍ଷ୍ୟରେ)

S.N.

Sector

Mar-20

Mar-21

Mar-22

Growth %

YOY

 

 

 

1

Central Government

21.02

21.76

22.84

4.96

 

2

State Government

47.54

51.41

55.77

8.48

 

3

Corporate Sector

9.73

11.25

14.04

24.80

 

4

All Citizen Sector

12.52

16.47

22.92

39.16

 

5

NPS Lite*

43.32

43.02

41.87

-

 

6

Atal Pension Yojana

211.42

280.49

362.77

29.33

 

Grand Total

345.55

424.40

520.21

22.58

 

* 01 ଏପ୍ରିଲ୍ 2015 ଠାରୁ କୌଣସି ଫ୍ରେସ ପଞ୍ଜୀକରଣ ଅନୁମତି ଦିଆ ଯାଇ ନାହିଁ।

31 ମାର୍ଚ୍ଚ 2022 ସୁଦ୍ଧା, ସମୁଦାୟ ପେନସନ ଆସେଟ୍ ଅଣ୍ଡର ମ୍ୟାନେଜମେଣ୍ଟ ଟ.7,36,592 କୋଟି ରହିଛି ଯାହାର ବର୍ଷ ପରେ ବର୍ଷ ବୃଦ୍ଧି 27.43% ରହିଛି (ଟେବୁଲ୍ ନଂ.2)।

ଟେବୁଲ୍ -2 : ନ୍ୟାସନାଲ୍ ପେନସନ ସିଷ୍ଟମ ଓ ଅଟଳ ପେନସନ ଯୋଜନା ଅନ୍ତର୍ଗତ ସମୁଦାୟ ଆସେଟ୍‌ସ ଅଣ୍ଡର ମ୍ୟାନେଜମେଣ୍ଟ

(ସଂଖ୍ୟା କୋଟିରେ)

S.N.

Sector

Mar-20

Mar-21

Mar-22

Growth %

YOY

 

 

 

1

Central Government

1,38,046

1,81,788

2,18,577

20.24

 

2

State Government

2,11,023

2,91,381

369,427

26.78

 

3

Corporate Sector

41,243

62,609

90,633

44.76

 

4

All Citizen Sector

12,913

22,206

32,346

45.66

 

5

NPS Lite

3,728

4,354

4,687

7.65

 

6

Atal Pension Yojana

10,526

15,687

20,922

33.37

 

Grand Total

4,17,479

5,78,025

7,36,592

27.43

 

 

ଏନପିଏସ ଓ ଏପିୱାଇ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ପରିଦର୍ଶନ କରନ୍ତୁ : www.pfrda.org.in

 

BS



(Release ID: 1815288) Visitor Counter : 118