ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି: ପ୍ରଧାନମନ୍ତ୍ରୀ


ପିଏମ ଆବାସ ଯୋଜନା ଅଧୀନରେ ତିନି କୋଟିରୁ ଅଧିକ ଘର ନିର୍ମିତ

प्रविष्टि तिथि: 08 APR 2022 9:08AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନି କୋଟିରୁ ଅଧିକ ଘର ର୍ନିମାଣ କରାଯାଇଛି ସମସ୍ତ ଘର ମୌଳିକ ଆବଶ୍ୟକତା ସହିତ ତିଆରି ହୋଇଛି ଏବଂ ମହିଳା ସଶକ୍ତିକରଣର ପ୍ରତୀକ ପାଲଟିଛି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଆମେ ଆମର ସଂକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସ୍ଥିର କରିଛୁ କେବଳ ଲୋକଙ୍କ ସହଯୋଗରେ ତିନି କୋଟିରୁ ଅଧିକ ଘର ର୍ନିମାଣ ସମ୍ଭବ ହୋଇପାରିଛି ମୌଳିକ ସୁବିଧା ଥିବା ଏହି ଘରଗୁଡ଼ିକ ଆଜି ମହିଳା ସଶକ୍ତିକରଣର ଏକ ନମୂନା ପାଲଟିଛି

HS


(रिलीज़ आईडी: 1814693) आगंतुक पटल : 145
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam