ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭ ସମ୍ଭତ୍ସର ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 APR 2022 8:39AM by PIB Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭ ସମ୍ଭତ୍ସରର ଶୁଭ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକ୍ରମ ସମ୍ଭତ ୨୦୭୯ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଆନନ୍ଦ ଆଣୁ ବୋଲି ସେ ଇଚ୍ଛା ପ୍ରକଟ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣ ସମସ୍ତଙ୍କୁ ନଭ ସମ୍ଭତ୍ସରର ଶୁଭେଚ୍ଛା । ବିକ୍ରମ ସମ୍ଭତ ୨୦୭୯ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଉଦ୍ଦୀପନା ନେଇ ଆସୁ ।”

HS


(ରିଲିଜ ଆଡି: 1812745) ପରିଦର୍ଶକ କାଉଣ୍ଟର : 233