ପୋଷ୍ଟ କରାଯିବା ଦିନାଙ୍କ:
30 MAR 2022 10:04AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ "ମିଶନ ୧୦୦% ବିଦ୍ୟୁତିକରଣ’’ ର ଉଲ୍ଲେଖନୀୟ ସଫଳତା ତଥା ସ୍ଥାୟୀ ବିକାଶର ନୂତନ ମାନଦଣ୍ଡ ସ୍ଥିର କରିଥିବାରୁ କୋଙ୍କଣ ରେଳ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମିଶନ୍ ୧୦୦% ବିଦ୍ୟୁତିକରଣ ର ଉଲ୍ଲେଖନୀୟ ସଫଳତା ଏବଂ ନିରନ୍ତର ବିକାଶର ନୂତନ ମାନଦଣ୍ଡ ସ୍ଥିର କରିଥିବାରୁ ସମଗ୍ର କୋଙ୍କଣ ରେଲୱେ ଦଳକୁ ଅଭିନନ୍ଦନ ।“
HS