ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯ ଅପଡେଟ୍

ପୋଷ୍ଟ କରାଯିବା ଦିନାଙ୍କ: 01 MAR 2022 9:12AM by PIB Bhubaneswar

ଦେଶବ୍ୟାପୀ ଜାରି ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୧୭୭.୭୦ କୋଟି ଟିକା ଦିଆଯାଇଛି ।

ଭାରତର ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୯୨,୪୭୨ ରେ ରହିଛି

ସକ୍ରିୟ ମାମଲା ୦.୨୨% ରେ ରହିଛି

ବର୍ତ୍ତମାନ ସୁସ୍ଥ ହାର ୯୮.୫୯% 

ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୪ ସୁସ୍ଥ ହେବାପରେ ମୋଟ୍‍ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪,୨୩,୨୪,୫୫୦ କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୫ ଟି ନୂତନ ମାମଲା ରେକର୍ଡ କରାଯାଇଛି

ଦୈନିକ ପଜିଟିଭ ହାର (୦.୭୭%)

ସାପ୍ତାହିକ ପଜିଟିଭ ହାର (୧.୧୧%)

ବର୍ତ୍ତମାନ ସୁଦ୍ଧା ମୋଟ୍‍ ୭୬.୮୩ କୋଟି ପରୀକ୍ଷା କରାଯାଇଛି; ଗତ ୨୪ ଘଣ୍ଟା ମଧ୍ୟରେ ୯,୦୧,୬୪୭ ପରୀକ୍ଷା କରାଯାଇଥିଲା ।

HS


(ରିଲିଜ ଆଡି: 1802064) ପରିଦର୍ଶକ କାଉଣ୍ଟର : 252