ପୋଷ୍ଟ କରାଯିବା ଦିନାଙ୍କ:
17 FEB 2022 9:16AM by PIB Bhubaneswar
ଦେଶ ବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ 174.24 କୋଟି ଟିକା ପ୍ରଦାନ କରାଯାଇଛି।
ବର୍ତ୍ତମାନ ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି 3,32,918
ସକ୍ରିୟ ମାମଲା 0.78 % ରହିଛି
ବର୍ତ୍ତମାନ ଆରୋଗ୍ୟ ହାର ରହିଛି 98.03%
ଗତ 24 ଘଣ୍ଟା ମଧ୍ୟରେ 67,538 ଜଣ ଆରୋଗ୍ୟ ଲାଭ କରିଛନ୍ତି। ସମୁଦାୟ ଆରୋଗ୍ୟ ସଂଖ୍ୟା 4,19,10,984
ଗତ 24 ଘଣ୍ଟା ମଧ୍ୟରେ 30,757 ଟି ନୂତନ ମାମଲାକୁ ରେକର୍ଡ଼ କରାଯାଇଛି
ଦୈନିକ ପଜିଟିଭ୍ ହାର (2.61%)
ସାପ୍ତାହିକ ପଜିଟିଭ୍ ହାର (3.04%)
ଏପର୍ଯ୍ୟନ୍ତ 75.55 କୋଟି ସମୁଦାୟ ଟେଷ୍ଟ କରାଯାଇଛି; ଗତ 24 ଘଣ୍ଟା ମଧ୍ୟରେ 11,79,705 ଟି ପରୀକ୍ଷା କରାଯାଇଛି
BS