ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଣିପୁର ରାଣୀ ଗାଇଡିନୀଲୁ ରେଳଷ୍ଟେସନରେ ସର୍ବପ୍ରଥମ ମାଲଗାଡି ପହଞ୍ଚିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
29 JAN 2022 6:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ତାମେନଲାଫ ଜିଲ୍ଳାର ରାଣୀ ଗାଇଡିନୀଲୁ ରେଳଷ୍ଟେସନରେ ପ୍ରଥମ ମାଲବାହୀ ଟ୍ରେନ ପହଞ୍ଚିବା ନେଇ ପ୍ରଶଂସା କରିବା ସହ ମଣିପୁର ସହ ସଂଯୋଗୀକରଣ ଆହୁରି ଉନ୍ନତ ହେବା ସହ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ।
ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏକ ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଉତ୍ତର ପୂର୍ବାଞ୍ଚଳର ଅବସ୍ଥାନ୍ତର ଜାରି ରହିଛି । ମଣିପୁରର ସଂଯୋଗୀକରଣ ସହ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ । ଆଶ୍ଚର୍ଯ୍ୟଜନକ ଦ୍ରବ୍ୟମାନ ଦେଶର ସବୁ ସ୍ଥାନକୁ ମଣିପୁରକୁ ଯାଇପାରିବ ।
*****
SM /SLP
(रिलीज़ आईडी: 1793577)
आगंतुक पटल : 282
इस विज्ञप्ति को इन भाषाओं में पढ़ें:
Urdu
,
English
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam