ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ମକର ସଂକ୍ରାନ୍ତି ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Posted On: 15 JAN 2022 6:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମକର ସଂକ୍ରାନ୍ତିର ଶୁଭ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭାରାଜ ଏସ ବୋମ୍ମାଇଙ୍କ ମକର ସଂକ୍ରାନ୍ତି ଶୁଭେଚ୍ଛା ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୋର କର୍ଣ୍ଣାଟକର ଭଉଣୀ ଭାଇ ମାନଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଉଛି, ଜାତୀୟ ପ୍ରଗତିରେ ଏହି ରାଜ୍ୟର ଅଭୂତପୂର୍ବ ଅବଦାନ ରହିଛି

ରାଜ୍ୟବାସୀଙ୍କ ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିବେ

HS



(Release ID: 1790241) Visitor Counter : 143