ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ସଶସ୍ତ୍ର ବାହିନୀର ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି

प्रविष्टि तिथि: 17 DEC 2021 8:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ସଶସ୍ତ୍ର ବାହିନୀର ମନ୍ତ୍ରୀ ଶ୍ରୀମତୀ ଫ୍ଲୋରେନ୍ସ ପାର୍ଲୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଆଜି ଫ୍ରାନ୍ସ ସଶସ୍ତ୍ର ବାହିନୀର ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ସ୍ୱାଗତ କରିବା ସହିତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ, ଆଞ୍ଚଳିକ ସୁରକ୍ଷା, ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଫ୍ରାନ୍ସର ଆଗାମୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷତା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି

ଆମର ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ମୁଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି

HS


(रिलीज़ आईडी: 1782906) आगंतुक पटल : 272
इस विज्ञप्ति को इन भाषाओं में पढ़ें: English , Gujarati , Urdu , Marathi , हिन्दी , Manipuri , Bengali , Assamese , Punjabi , Tamil , Telugu , Kannada , Malayalam